ରାତ୍ରି ଗୋ ତୁମ ମଧୁର ପରଷେ ଶିହରିତ ତନୁ ମନ ରାତ୍ରି ଗୋ ତୁମ ନିଶବ୍ଦ ଝଙ୍କାରେ ବୀଣା ରଚେ ପ୍ରୀତି ଗୀତି ରାତ୍ରି ... ରାତ୍ରି ଗୋ ତୁମ ମଧୁର ପରଷେ ଶିହରିତ ତନୁ ମନ ରାତ୍ରି ଗୋ ତୁମ ନିଶବ୍ଦ ଝଙ୍କାରେ ବୀଣା ରଚେ ...
ରାତ୍ରୀ ଗୋ ତୁମେ ଅନିନ୍ଦ୍ୟ ସୁନ୍ଦରୀ ଜହ୍ନ ତାରା ଙ୍କ ମେଳେ ରାତ୍ରୀ ଗୋ ତୁମେ ବାସ୍ନା ମତୁଆଲା ଜୁଈ ଯାଈ ହେନା ମେଳେ ରାତ୍ରୀ ଗୋ ତୁମେ ଅନିନ୍ଦ୍ୟ ସୁନ୍ଦରୀ ଜହ୍ନ ତାରା ଙ୍କ ମେଳେ ରାତ୍ରୀ ଗୋ ତୁମେ ବାସ୍ନା ମତୁଆଲ...
• ଝରିବ ରଜତ ଜୋଛନା , ହସୁଥିବ ଦୂରେ ଚନ୍ଦ୍ରମା • ମୟାବିନୀ ରାତି ଜହ୍ନ ଅନ୍ଧାରରେ • କୁଞ୍ଜେ ହେବ ରାଧା ମାଧବ ପ୍ରିତ... • ଝରିବ ରଜତ ଜୋଛନା , ହସୁଥିବ ଦୂରେ ଚନ୍ଦ୍ରମା • ମୟାବିନୀ ରାତି ଜହ୍ନ ଅନ୍ଧାରରେ • କୁଞ୍ଜେ...
ସବୁ ଜାଣି ତୁମେ ଅଜଣା ରହୁଛ ଇଏ କି ପାଉଛି ଶୋଭା , ସନ୍ଦେହ ଉପୁଜେ-ମୋ ଲାଗି ଦରଦ ହୃଦୟରେ ନାହିଁ କିବା ସବୁ ଜାଣି ତୁମେ ଅଜଣା ରହୁଛ ଇଏ କି ପାଉଛି ଶୋଭା , ସନ୍ଦେହ ଉପୁଜେ-ମୋ ଲାଗି ଦରଦ ହୃଦୟରେ ନା...
ଚନ୍ଦନ, କୁଙ୍କୁମ ରେ କରି ଲେପନ • ଗୋପୀଏ ବେଶ କଲେ ରାଇ,ମୋହନ ଯେ ଚନ୍ଦନ, କୁଙ୍କୁମ ରେ କରି ଲେପନ • ଗୋପୀଏ ବେଶ କଲେ ରାଇ,ମୋହନ ଯେ
ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳ ମଧୁର ନିନାଦେ ମୋତେ କରନ୍ତି ଆକୁଳ(2) ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳ ମଧୁର ନିନାଦେ ମୋତେ କରନ୍ତି ଆକୁଳ(2)